୧୬ ବର୍ଷ ପରେ ଭାରତୀୟ ମହିଳା ହକି ଦଳର କମାଲ : କମନୱେଲଥ ଗେମ୍ସରେ ପ୍ରଥମ ଥର ଜିତିଲା ବ୍ରୋଞ୍ଚ ପଦକ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ପ୍ରତିଯୋଗିତାର ଆଜି ଭାରତ ନ୍ୟୁଜିଲାଣ୍ଡକୁ ହରାଇ କାଂସ୍ୟ ପଦକ ଜିତିଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ବ୍ରୋଞ୍ଜ ପଦକ ପାଇଁ ନ୍ୟୁଜିଲାଣ୍ଡ ସହ ଲଢ଼ିଥିଲା ଓ କମନୱେଲଥ ଗେମ୍ସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ଜିତିଛି। ଆଜିର ମ୍ୟାଚରେ ଭାରତୀୟ ଦଳ ସୁଟଆଉଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ପ୍ରଥମେ ଭାରତ ନ୍ୟୁଜିଲାଣ୍ଡ … Continue reading ୧୬ ବର୍ଷ ପରେ ଭାରତୀୟ ମହିଳା ହକି ଦଳର କମାଲ : କମନୱେଲଥ ଗେମ୍ସରେ ପ୍ରଥମ ଥର ଜିତିଲା ବ୍ରୋଞ୍ଚ ପଦକ